ତାଳ କରୋଟ
ଦେଖଣା
ତାଳ କରୋଟ
ଉଚ୍ଚାରଣ
[ସମ୍ପାଦନା](ତାଳ ଲଇ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ତାଳ କରୋଟ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ତାଳ ବାହୁଙ୍ଗାର ଉପର ଅଂଶରୁ ଛେଲା ଯାଇଥିବା ଚିକ୍କିଣିଆ ପାତିଆ —Glossy strips scraped from the back or ridge of the stock of a palm- branch.
[ ଦ୍ର—ଏହାଦ୍ୱାରା ଚିରା ବାଉଁଶିଆ ଟୋକେଇ ଆଦି ମରାମତ କରାଯାଏ ଏବଂ ବାଉଁଶମାନଙ୍କର ଗଣ୍ଠି ବନ୍ଧାଯାଏ ଏବଂ ଏହା ଲଇ ରୂପେ ବ୍ୟବହୃତ ହୁଏ ]