Jump to content

ତାଳ କାନ୍ଧି

ଉଇକିଅଭିଧାନ‌ରୁ

ତାଳ କାନ୍ଧି

ଉଚ୍ଚାରଣ

[ସମ୍ପାଦନା]

ତାଳକାନ୍ଦି, ତାଳପେଣ୍ଡାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତାଳ+ସ୍କନ୍ଦ)

[ସମ୍ପାଦନା]

ଗୁଡ଼ିଏ ତାଳ ଫଳର ଏକତ୍ର ଗୋଟିଏ ଡେମ୍ଫରେ ପରସ୍ପର ଲଗାଲଗି ହୋଇ ଫଳିଥିବା ଗୁଚ୍ଛ — A bunch of palm fruits attached to one stem.