Jump to content

ତାଳ ଖାଇବା

ଉଇକିଅଭିଧାନ‌ରୁ

ତାଳ ଖାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ତାଳ; ତୁଳ. ଇଂରାଜୀ - ଟାଲ୍ଲୀ=ସମ୍ପୂର୍ଣ୍ଣ ରୂପେ ମେଳ ହେବା)

[ସମ୍ପାଦନା]
୧. (ଘୋଡ଼ା, କକୁର ଆଦି) ଯୋଡ଼ ପଡ଼ିବା; (ପୁଂ ଓ ସ୍ତ୍ରୀ ପଶୁ) ପରସ୍ପର ସହିତ ସଙ୍ଗମ କରିବା —୧. To cross; to pair; to couple (said of beasts.)
୨. (ଦୁଇଟି ବସ୍ତୁ) ପରସ୍ପର ସହିତ ମେଳ ଖାଇବା — ୨. To tally; to fit with each other.

(ଯଥା—ଦୁଇ ଜଣ ସାକ୍ଷୀଙ୍କ କଥା ତାଳ ଖାଉ ନାହିଁ)