Jump to content

ତାଳ ଖୁଞ୍ଚ

ଉଇକିଅଭିଧାନ‌ରୁ

ତାଳ ଖୁଞ୍ଚ

ଉଚ୍ଚାରଣ

[ସମ୍ପାଦନା]
୧. ତାଳ ବଜାଇବା ବ୍ୟକ୍ତିକୁ ପରାସ୍ତ କରିବା ନିମନ୍ତେ ବିଶେଷଜ୍ଞବ୍ୟକ୍ତିର ଗୀତର ତାଳମାନଙ୍କୁ କୌଶଳକ୍ରମେ ପରିବର୍ତ୍ତନ କରିବା —୧. Dexterous change made by an expert in a song so that a musician cannot follow the measures thereof.
୨. ତାଳ ଖୁଞ୍ଚା (ଦେଖ) - —୨. Tāḻa khun̄chā (See)



ତାଳ ଖୁଞ୍ଚ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ତାଳଖୁଞ୍ଚ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ତାଳଗଛର ଗଣ୍ଡିରୁ ବାହାରିଥିବା ଅଂଶାର କ୍ଷୁଦ୍ର ଲମ୍ୱ ଓ ସରୁ ଖଣ୍ଡମାନ — Bits of hard pointed fibres of the palm-trunk.