ତାଳ ଖୁଞ୍ଚା
(ତାଳଖୁଞ୍ଚ—ଅନ୍ୟରୂପ)
ତାଳଗଛର ଗଣ୍ଡିରୁ ବାହାରିଥିବା ଅଂଶାର କ୍ଷୁଦ୍ର ଲମ୍ୱ ଓ ସରୁ ଖଣ୍ଡମାନ — Bits of hard pointed fibres of the palm-trunk.