ତାଳ ଖୋପା
ତାଳଗଛରୁ ବାହାରିବା ଫଳକୋଷ (ଯାହା ଫାଟିଯାଇ ତହିଁ ମଧ୍ୟରୁ ତାଳଫଳର ଚଅଁର ବାହାରେ) — The pod from which ultimately the bunch of palm fruits come out.
[ଦ୍ରଷ୍ଟବ୍ୟ —ନଡିଆଗଛର ଏହି ଫଳକୋଷକୁ ସୀପ କହନ୍ତି ]