Jump to content

ତାଳ ଖୋଳ

ଉଇକିଅଭିଧାନ‌ରୁ

ତାଳ ଖୋଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସହଚର)

[ସମ୍ପାଦନା]

ଶ୍ରୀ ଚୈତନ୍ୟଦେବଙ୍କ ପ୍ରବର୍ତ୍ତିତ ନାମସଂକୀର୍ତ୍ତନରେ ବ୍ୟବହୃତ କରତାଳ ବା ଝାଞ୍ଜ ଓ ମୃଦଙ୍ଗ; ଖୋଳ କରତାଳ; ଝାଞ୍ଜମାଦଳ — Cymbals and drums used in chanting Saṁkīrtana hymns.