Jump to content

ତାଳ ଖୋଳ ଟେକିଦେବା

ଉଇକିଅଭିଧାନ‌ରୁ

ତାଳ ଖୋଳ ଟେକିଦେବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

(ଗୁରୁ) ଶିଷ୍ୟମାନଙ୍କୁ ନାମ— ସଂକୀର୍ତ୍ତନ—ମନ୍ତ୍ର ବା ଗୌରମନ୍ତ୍ରର ଦୀକ୍ଷା ଦେଇ ସାରି ସେମାନଙ୍କୁ କୀର୍ତ୍ତନ ଶିଖାଇବା ପୂର୍ବରୁ ଖୋଳ କରତାଳ ପୂଜା କରି ସେମାନଙ୍କ ହାତରେ ଉକ୍ତ ବାଦ୍ୟ ଯନ୍ତ୍ରମାନ ସମର୍ପଣ କରିବା —(the teacher) To formally hand over the cymbals and drums to the disciples as a token of imparting the key to the chanting of hymns.