Jump to content

ତାଳ ଚଟକ

ଉଇକିଅଭିଧାନ‌ରୁ

ତାଳ ଚଟକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶାକାସ୍ରୟୀବର୍ଗର ପାଂଶୁବର୍ଣ୍ଣ ପକ୍ଷୀବିଶେଷ — The swallow shrike.

[ଦ୍ରଷ୍ଟବ୍ୟ —ଏମାନେ ତାଳଗଛରେ ବୋତଲପରି ତଳମୁହାଁ ବସା ବୁଣି ରହନ୍ତି; ୯ ୧: ଆଙ୍ଗୁଳ ଲମ୍ୱ, ପୁରୁଷ ଓ ସ୍ତ୍ରୀ ଏକବର୍ଣ୍ଣ, ଚଞ୍ଚ କ୍ରମଶଃ ସରୁ ଓ ଈଷତ୍ ବକ୍ର, ପୁଚ୍ଛ ହ୍ରସ୍ୱ, ପକ୍ଷ ବଡ; ଏମାନେ ବହୁତ ସମୟ ପର୍ଯ୍ୟନ୍ତ ଉଡ଼ି ପାରନ୍ତି ଓ ଉଡ଼ୁ ଉଡ଼ୁ ପୋକ ଧରି ଖାଆନ୍ତି—ଯୋଗେଶ୍ଚନ୍ଦ୍ର ]