ତାଳ ଠୁଙ୍କିବା
ଦେଖଣା
ତାଳ ଠୁଙ୍କିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତାଳ ଠୁଙ୍କିବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. ଆପଣା ବାହାପାଟ ଓ ଜଂଘରେ ଫୁଟୁକି ମାରି ପ୍ରତିଦ୍ୱନ୍ଦୀ ମଲ୍ଲକୁ ମଲ୍ଲଯୁଦ୍ଧ ପାଇଁ ଆହ୍ୱାନ କରିବା —୧. To challenge one's rival wrestler to a wrestling contest by patting on one's arms and thighs.
- ୨. (ଲକ୍ଷଣାର୍ଥ) ପ୍ରତିଦ୍ୱିନ୍ଦିତା କରିବା; ତାଳ ପକାଇବା — ୨. (figurative) To emulate; to rival.