ତାଳ ଦାଢ଼ି
ତାଳବାହୁଙ୍ଗାରେ ଦାଢୁଆ ଅଂଶରୁ କଣ୍ଟାତକ ଚାଞ୍ଚି ନେଲାପରେ ଯେଉଁ କୋରଟ ହୁଏ — Fibres made from the edge of palm- braches after scraping off the thorns.
[ଦ୍ରଷ୍ଟବ୍ୟ — ଏ କୋରଟ ତାଳ ବାହୁଙ୍ଗାର ପିଠିରୁ ନିଆଯିବା କୋରଟ ଅପେକ୍ଷା ବେଶି ଟାଣୁଆ]