ତାଳ ଦେବା
ଦେଖଣା
ତାଳ ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗୀତ ବା ନାଟର ସ୍ୱର ଅନୁସାରେ ହାତ ବା ବାଦ୍ୟଦ୍ୱାରା ତାଳ ବଜାଇବା — ୧. To beat time to a song or dance.
ସେ ଉତ୍ସବେ ହୋଇ ହରଷେ ଉତ୍ତାଳ ଚିଲିକା, ତୋ ବୀତି ନାହିଁ ଦେଲେ ତାଳ ରାଧାନାଥ. ଚଲିକା
- ୨. (ଲକ୍ଷଣାର୍ଥ) ତାଳ ପକାଇବା; ପ୍ରତିଯୋଗିତା କରିବା — ୨. (figurative) To emulate.