Jump to content

ତାଳ ଧ୍ୱଜ

ଉଇକିଅଭିଧାନ‌ରୁ

ତାଳ ଧ୍ୱଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ଫୁ. (ବହୁବ୍ରୀହି; ତାଳ+ଧ୍ୱଜ; ଏମାନଙ୍କ ପତାକାରେ ତାଳଗଛ ଅଙ୍କିତ ଥିବାରୁ)

[ସମ୍ପାଦନା]
୧. ବଳରାମ —Baḻarāma; the elder brother of Ṡrīkṛushṇa.
୨. ଭୀଷ୍ମ —୨. A name of Bhīshma.

ବିଶେଷ୍ୟ - କ୍ଲୀ

[ସମ୍ପାଦନା]

ବଳରାମଙ୍କ ରଥର ନାମ — Name of the car of Baḻarāma.