Jump to content

ତାଳ ପଡ଼ିବା

ଉଇକିଅଭିଧାନ‌ରୁ

ତାଳ ପଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ତାଳ ଭୂମିରେ ପଡ଼ିଲାବେଳେ ଯେପରି ଦୁମ୍ଦୁମ୍ ଶବ୍ଦ ହୁଏ ସେହିପରି ଶବ୍ଦ ସହିତ କୌଣସି ଲୋକ ଉପରେ ବିଧା ମାଡ଼ ବସିବା — ୧. Dealing of heavy fist-blows on the back of a man (with sound like that produced when palm-fruits drop down on the ground).
୨. ଗୀତ ବା ନାଟର ତାଳ ଅନୁସାରେ ତାଳି ବା ବାଦ୍ୟ ବାଜିବା —୨. Beating of time to a song or dance.
୩. ପ୍ରତିଯୋଗିତା କରିବା —୩. Emulating.
୪. ଗଛରୁ ପାଚିଲା ତାଳ ତଳକୁ ଖସିବା — ୪. The falling of ripe palm-fruit on the ground.

କୁଆ ଉଡ଼ିବାକୁ, ତାଳ ପଡ଼ିବାକୁ—ଢଗ