Jump to content

ତାଳ ପତର

ଉଇକିଅଭିଧାନ‌ରୁ

ତାଳ ପତର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତାଳ ପତ୍ର)

[ସମ୍ପାଦନା]

ତାଳ ପତ୍ର (ଦେଖ) - Tāḻa patra (See)

[ଦ୍ରଷ୍ଟବ୍ୟ —ତାଳଗଛର ଶାଖାର ବୃନ୍ତାକୁ ବାହୁଙ୍ଗା ବୋଲାଯାଏ ବୃନ୍ତ ଅଗରେ ଯେଉଁ ବ୍ୟଜନାକୃତି

ପରସ୍ପର ସଙ୍ଗେ ଲିପ୍ତ ପତ୍ରଗୁଛ ଥାଏ ତାହା ତାଳପତ୍ର ଅଟେ ଭାଷାରେ ତାକୁ ବରଡ଼ା କହନ୍ତି ଓ ଉକ୍ତ ବ୍ୟଜନାକୃତି ପତ୍ରକୁ ଲମ୍ୱ ଲମ୍ୱ ପଟିରେ ଚିରିଦେଲେ ତହିଁମଧ୍ୟରେ ଶଳାକା (ଖଡ଼ିକା) ଥିବା ଦୁଇଫାଳିଆ ଯେଉଁ ପତ୍ର ବାହାରେ ତାକୁ ତାଳପତର କହନ୍ତି ଓ ତହିଁ ଉପରେ ଲେଖନ ସାହାଯ୍ୟରେ ଲେଖାଯାଏ]