Jump to content

ତାଳ ପତ୍ର

ଉଇକିଅଭିଧାନ‌ରୁ

ତାଳ ପତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ତାଳ+ପତ୍ର)

[ସମ୍ପାଦନା]
୧. ତାଳଗଛର ପତ୍ର —୧. Palm leaf.

[ଦ୍ରଷ୍ଟବ୍ୟ —ଏଥି ଉପରେ ଲେଖନରେ ଲେଖାଯାଏ; ଏଥିରେ ଭୋଗେଇ ଆଦି, ଆସନ ଓ ବିଞ୍ଚାଇ ବୁଣାଯାଏ ଏବଂ ତାଟି ବନ୍ଧାଯାଏ]

୨. କର୍ଣ୍ଣଭୁଷଣବୀଶେଷ; ତାଟଙ୍କ — ୨. An ornament for the ear.
୩. ଖଡ୍ଗବିଶେଷ —୩. A kind of sword.