ତାଳ ଫଟକା
[ତାଳଫୁଟୁକା—ଅନ୍ୟରୂପ]
ତାଳପତ୍ରଦ୍ୱାରା ଭିଡ଼ା ଯାଇଥିବା ବାରୁଦ— ପୁଡ଼ା —Crackers or packets of gunpowder tightly packed in palm-leaves.