Jump to content

ତାଳ ବନ

ଉଇକିଅଭିଧାନ‌ରୁ

ତାଳ ବନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଯେଉଁ ସ୍ଥାନରେ ପାଖେ ପାଖେ ବହୁ ତାଳ ଗଛ ଥାଏ —୧. A grove of palm trees.
୨. (ନାମ) ଗୋବର୍ଦ୍ଧନ ଗିରି ଉତ୍ତରରେ ଯମୁନାକୂଳରେ ଥିବା ପ୍ରାଚୀନକାଳର ତାଳ ବୃକ୍ଷର ଏକ ବନ — ୨. Name of an ancient grove of palm trees near Bṛundābana.

[ଦ୍ରଷ୍ଟବ୍ୟ —ଏହିଠାରେ ବଳରାମ ଧେନୁକାସୁରକୁ ବଧ କରିଥିଲେ]