ତାଳ ବାୟା
ଦେଖଣା
ତାଳ ବାୟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - [ତାଳ+(ତନ୍ତୁ) ବାୟ]
[ସମ୍ପାଦନା]ତାଳଗଛର ପତ୍ର ଅଗରେ ବୋତଲ ପରି ତଳମୁହାଁ ବସା ବାନ୍ଧିବା ୭୮: ଆଙ୍ଗୁଳ ଦୀର୍ଘ ଘରଚଟିଆ ଆକୃତିର ଶାଖାଶ୍ରୟୀ ବର୍ଗର ପକ୍ଷୀ —The weaverbird; Ploceus Baya.
[ଦ୍ରଷ୍ଟବ୍ୟ —ଏହାର ତାଳୁ ଓ ଛାତି ହଳଦିଆ, ଦେହ ଖଇରା ଏମାନେ ତାଳ, ନଡ଼ିଆ ଓ ଖଜୁରୀ ପତ୍ରକୁ ସରୁ ସୁତା ପରି ଆଂଶକୁ ଥଣ୍ଟଦ୍ୱାରା ଚିରି ନେଇ ସେହିଥିରେ ଏପରି କୌଶଳରେ ବସାକୁ ବୁଣି ତାଳଗଛ, ଖଜୁରିଗଛ ଓ ନଡ଼ିଆଗଛ ପତ୍ରର ଅଗରେ ତଳମୁହାଁ ବୋତଲ ପରି ବସାକୁ ଝୁଲାଇ ଥାଆନ୍ତି ଯେ ଝଡ଼ ତୋଫାନରେ ମଧ୍ୟ ବସା ଉକ୍ତ ପତ୍ରରୁ ଚ୍ୟୁତ ନ ହୋଇ ଦୋହୋଲୁ ଥାଏ]