Jump to content

ତାଳ ବୃନ୍ତ

ଉଇକିଅଭିଧାନ‌ରୁ

ତାଳ ବୃନ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତାଳ+ବୃନ୍ତ)

[ସମ୍ପାଦନା]
୧. ପତ୍ରହୀନ ତାଳବାହୁଙ୍ଗା — ୧. The leafless stalk of palm tree.
୨. ତାଳବାହୁଙ୍ଗାରେ ନିର୍ମିତ ବିଞ୍ଚଣା — ୨. Fan made of the stalk of palm leaves.
୩. ତାଳପତ୍ରରେ ବୁଣା ହୋଇଥିବା ବିଞ୍ଚଣା — ୩. Fan of plam leaves woven together.