Jump to content

ତାଳ ଭଙ୍ଗ

ଉଇକିଅଭିଧାନ‌ରୁ

ତାଳ ଭଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ତାଳ+ଭଙ୍ଗ)

[ସମ୍ପାଦନା]

ବେତାଳ ହେବା; ଗୀତ ବାଦ୍ୟର ତାଳ ନିୟମ ଅନୁଯାୟୀ ନ ପଡ଼ିବା — Losing the measure of a music or song.