ତାଳ ମୂଳୀ
ଦେଖଣା
ତାଳ ମୂଳୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]ତାଳର ଗଜାଗଛ ପରି ଦେଖା ଯାଉଥିବା ଏକପ୍ରକାର କ୍ଷୁଦ୍ର ଗୁଳ୍ମ — A kind of medicinal plant resembling very young shoots of palm trees; Corculigo Orchiodes; Asparagus Sarmentosus.
[ଦ୍ରଷ୍ଟବ୍ୟ —ଏହାର ଫୁଲ ହଳହିଆ ଗନ୍ଧହୀନ ଓ ଷଟ୍ଦଳ; ଏହାର ମୂଳ ଔଷଧ ରୂପେ ବ୍ୟବହୃତ ହୁଏ ଏହି ଗଛ ପ୍ରତିବର୍ଷ ମରିଯାଏ ଓ
ପୁଣି ଚେରରୁ ଜା ବାହାରେ ଏହାର ମୂଳର କନ୍ଦ ଆଳୁ ପରି; ଏହାର ପତ୍ର ଓ ଡାଳ ତାଳପତ୍ର ଓ ବାହୁଙ୍ଗାରେ ଆକୃତି ପରି କୃଷ୍ଣ ଓ ଶୁକ୍ଲ ଭେଦରେ ଏହା ଦୁଇପ୍ରକାରପ ଏହା ମଧୁରତିକ୍ତରସ; ଶୁକ୍ର ବର୍ଦ୍ଧକ , ଉଷ୍ଣ ବୀର୍ଯ୍ୟ, ପୁଷ୍ଟିକାରକ. ଗୁରୁ, ରସାୟନିକ, ଓ ଅର୍ଶଃ ଏବଂ ବାୟୁନାଶକ]