Jump to content

ତାଳ ରସ

ଉଇକିଅଭିଧାନ‌ରୁ

ତାଳ ରସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ତାଳ+ରସ)

[ସମ୍ପାଦନା]

ଅଣ୍ଡିରା ତାଳ ଗଛର ଅପକ୍ୱ ଜଟାରୁ ବାହାରିବା ତାଡ଼ୀ — The juice extracted from the flower- stalks of male palm trees; palm- toddy.