Jump to content

ତାଳ ସଜ

ଉଇକିଅଭିଧାନ‌ରୁ

ତାଳ ସଜ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତାଳ ଓ ଶସ୍ୟ)

[ସମ୍ପାଦନା]

ଛୋଟ କଞ୍ଚା ତାଳ ଫଳ ମଧ୍ୟରୁ ବାହାରିବା ସୁଖାଦ୍ୟ କୋମଳ ପଦାର୍ଥ; ବାଳତାଳ; ତାଳାସ୍ଥିମଜ୍ଜା — The tender and sweet kernel of young palm-fruits.

ଫୁଟି ତାଳସଜ ପଣା ପଇଡ଼ କଦଳୀ—ପ୍ରାଚୀ ରହସ୍ୟମଞ୍ଜରୀ

[ଦ୍ରଷ୍ଟବ୍ୟ —ବୈଦ୍ୟଶାସ୍ତ୍ର ମତରେ ଏହା କିଞ୍ଚିତ୍ ମତ୍ତତାଜନକ, ଲଘ୍ନ, କଫବର୍ଦ୍ଧକ, ଦୁଷ୍ପାଚ୍ୟ, ବହୁମୁତ୍ରଜନକ, ଚନ୍ଦ୍ରକାରକ, ଅଭିଷ୍ୟନ୍ଦୀ ଓ ଶୁକ୍ରବର୍ଦ୍ଧକ]