ତାଳ ହାଣ୍ଡି
ଦେଖଣା
ତାଳ ହାଣ୍ଡି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ହାଣ୍ଡି ପରି ଆକୃତିବିଶିଷ୍ଟ ତାଳ ଗଛର ମୂଳ — The thick round block at the root of a palm tree.
[ଦ୍ରଷ୍ଟବ୍ୟ —ଏହାକୁ ଖୋଜି ହାଣ୍ଡି ଆକାର କରି ଏହା ଉପରେ ଚମଡ଼ା ଛୁଆଣି କଲେ ଏହା ମେଘା ବା ଧଂସା (ବଙ୍ଗାଳୀ - ଧାମସା) ନାମକ ବାଦ୍ୟ ହୁଏ; ଏହାର ଧ୍ୱନି ଖୁବ୍ ଗଭୀର ଓ ବହୁ ଦୁରକୁ ଶୁଣାଯାଏ]