Jump to content

ତାଷୁଣୀ

ଉଇକିଅଭିଧାନ‌ରୁ

ତାଷୁଣୀ

ଉଚ୍ଚାରଣ

[ସମ୍ପାଦନା]

(ତଷା—ସ୍ତ୍ରୀ)

ଗ୍ରାମ୍ୟ - ବିଶେଷ୍ୟ - ସ୍ତ୍ରୀ. ('ତଷା'ର ସ୍ତ୍ରୀ ଲିଙ୍ଗ)

[ସମ୍ପାଦନା]
୧. ଚାଷୁଣୀ; କୃଷକ ପତ୍ନୀ —୧. The wife of a farmer or husbandman.
୨. ଚଷାଜାତୀୟ ସ୍ତ୍ରୀ —୨. A woman of the Chashā sub-caste of sudras.