ତାସନ
ଦେଖଣା
ତାସନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତାସନ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ତ୍ରସର=ସୁତ୍ରବେଷ୍ଟନ)
[ସମ୍ପାଦନା]- ୧. ଲୁଗା ବୁଣିବା ପୂର୍ବରୁ ଟାଣି ସୁତାକୁ ମୁଣ୍ଡ ଦେଇ ମାଜିବା — ୧. Brushing of the warp threads with gum or boiled rice-paste before weaving.
ତାସଣ ଜାଗାରେ ଗୋବର ରହିବା ନିତାନ୍ତ ଅସମ୍ୱବ ଫକୀର ମୋହନ. ଛଅମାଣ ଆଠଗୁଣ
- ୨. ତନ୍ତୁବାୟମା୩ନେ ଯେଉଁ ମାର୍ଜନୀଦ୍ୱାରା ସୂତାକୁ ମାଜନ୍ତି; କଞ୍ଚ —୨. Weaver's brush.
[ଦ୍ରଷ୍ଟବ୍ୟ —ଏହା କୁଶ ତଣର ବା ବେମାର ତେବର ଗୋଛାରେ ତିଆରି ହୁଏ]