Jump to content

ତାସ୍ ଖେଳ

ଉଇକିଅଭିଧାନ‌ରୁ

ତାସ୍ ଖେଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ତାସ୍ ସାହାଯ୍ୟରେ କରାଯିବା କ୍ରୀଡ଼ା — A game of cards; card-play.

[ ଦ୍ର—୨ ଜଣ ତାସ୍ ଖେଳିବାର ନାମ ବୀନତୀ; ଦୁଇ ଦୁଇ ଜଣ ଗୋଟିଏ ଗୋଟିଏ ପକ୍ଷରେ ରହି, ଏପରି ଚାରିଜଣ ତାସ୍ ଖେଳିଲେ ତାକୁ ଗ୍ରାବୁ ବୋଲାଯାଏ ଶେଷୋକ୍ତ ଖୋଳ ପ୍ରସିଦ୍ଧ; ଏ ଖେଳରେ ପ୍ରତି ରଙ୍ଗର 'ଦୁଆ' ଠାରୁ 'ଚକା' ପର୍ଯ୍ୟନ୍ତ ତାସ୍ ବାଦ୍ ଦେଇ ବାକି ପ୍ରତି ରଙ୍ଗର ୮ ଖଣ୍ଡ ଲେଖାଏଁ ୩୨: ଖଣ୍ଡ ତାସରେ ଖେଳ ହୁଏ ଏହି ୩୨: ଖଣ୍ଡ ତାସକୁ ଫେଣ୍ଟିବା ଗୋଳାଇ ତହିଁରୁ ଗୋଟ୍ଏ ଅଁଶ ଅନିର୍ଦ୍ଦିଷ୍ଟ ଭାବରେ କାଟିଲେ ଅର୍ଥାତ୍ ଉଠାଇ ନେଲେ ଉଠାଇବା ଲୋକର ହାତରେ ଥିବା ଅଂଶର ସଭା ତଳେ ଯେଉଁ ରଙ୍ଗର କାଗଜ ଉଠେ ସେହି ରଙ୍ଗକୁ 'ରଙ୍ଗ' ବୋଲାଯାଏ ଏହି 'ରଙ୍ଗ'ର ନାମ ତୁରୁଫ (ଇଂରାଜୀ - ଟ୍ରମ୍ପ୍, Trump)ଓ ଅନ୍ୟ ରଙ୍ଗର ତାସକୁ 'ବଦରଙ୍ଗ' ବୋଲାଯାଏ ଉକ୍ତ ୩୨: ଖଣ୍ଡ ତାସ୍ ୪ ଜଣ ଖୋଳାଳିଙ୍କ ମଧ୍ୟରେ ଏକାଦିକ୍ରମେ ଖଣ୍ଡ ଖଣ୍ଡ କରି ସମାନ ସଂଖ୍ୟାରେ ବଣ୍ଟାଯାଏ ଏହି ଗ୍ରାବୁ ଖଳରେ ଟୀକାର ମୂଲ୍ୟ ୧୧: (ଫୋଁଟା),ଦହଲାର ୧,ବଦରଙ୍ଗର ଗୋଲାମ ୧, ବିବିର ୨, ସାହେବର ୩ ଧରାଯାଏ; କିନ୍ତୁ 'ରଙ୍ଗ' କାଗଜର ନହଲାର ମୂଲ୍ୟ ୧୪: ଓ ଗୋଲାମର ମୂଲ୍ୟ ୨ ଧରାଯାଏ ସହୁ ରଙ୍ଗର ସତା ଓ ଅଠା ଏବଂ ବଦରଙ୍ଗମାନଙ୍କର ନହଲାର କିଛି ମୂଲ୍ୟ ନାହିଁ ଏହି ପ୍ରକାରେ ଗ୍ରାବୁ ଖେଳରେ 'ରଙ୍ଗ କାଗଜର ନହଲା (୧୪: ), ଦହଲା (୧), ଗୋଲାମ (୨), ବିବି (୨), ସାହେବ(୩) ଓ ଟୀକା (୧୧: ); ଏପରି ୬ ଖଣ୍ଡ କାଗଜରେ ୬ ଫୋଟା ଏବଂ ଅନ୍ୟ ୩ ଜାତିର ଅର୍ଥାତ୍ ପ୍ରତ୍ୟେକ ବଦରଙ୍ଗର କାଗଜମାନଙ୍କର ୫ ଖଣ୍ଡ କାଗଜ, ଯଥା—ଦହଲା (୧), ଗୋଲାମ (୧), ବିବି(୨) ସାହେବ (୩) ଓ ଟୀକା (୧୧: ); ଏପରି ୧୫: ଖଣ୍ଡ କାଗଜରେ ୨୭*୩: ବା ୮୧: ଫୋଁଟା ହୁଏ ରଙ୍ଗ ଓ ବଦରଙ୍ଗ କାଗଜମାନଙ୍କର ୨୧: ଖଣ୍ଡ ତାସ୍ରେ ସର୍ବମୋଟ (୬+୮୧: )ବା ୧୪୧: ଫୋଁଟ ହୁଏ ଥରକେ ୪ ଜଣ ଖେଳାଳୀ ୪ ଖଣ୍ଡ କାଗଜରେ ପକାଇବାକୁ ଏକ 'ପିଠି' ଖେଳ ବୋଲାଯାଏ ଉପରୋକ୍ତ ମୂଲ୍ୟରେ ପ୍ରମାଣେ ସର୍ବୋଚ୍ଚ ମୂଲ୍ୟରେ କାଗଜ ଯେଉଁ ଖେଳାଳି ପକାଏ ସେ ଉକ୍ତ ପିଠିରେ ସମସ୍ତ କାଗଜକୁ ଜିତି କର ନିଏ ଯେଉଁ ପକ୍ଷ ଶେଷ ପିଠିର କାଗଜ ଜିଣି ନିଏ ତାହା 'ହାତର ପାଞ୍ଚ' ହୁଏ ଓ ସେ ଏହି 'ହାତର ପାଞ୍ଚ'