Jump to content

ତାହାଁ ତାହାଁ

ଉଇକିଅଭିଧାନ‌ରୁ

ତାହାଁ ତାହାଁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ସର୍ବ. (ବହୁବଚନ)

[ସମ୍ପାଦନା]
୧. ସେହି ସେହି ସ୍ଥାନମାନଙ୍କ ପର୍ଯ୍ୟନ୍ତ — ୧. At those places.
୨. ସେହି ସେହି ସ୍ଥାନମାନଙ୍କ ପର୍ଯ୍ୟନ୍ତ — ୨. Upto those places.
୩. ତାବତ୍; ତହୁଁ ତହୁଁ —୩. So far; so much.

ଯାହାଁ ଯାହାଁ ବୁଢ଼ା, ତାହଁ ତାହାଁ ବେକୁବ୍ ଢଗ