Jump to content

ତାହାରେ

ଉଇକିଅଭିଧାନ‌ରୁ

ତାହାରେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - (ପ୍ରାଚୀନ ପଦ୍ୟ) ସର୍ବ (ସଂସ୍କୃତ - ତଦ୍; ୭ମୀ. ୧ବ)

[ସମ୍ପାଦନା]

ତାହାଠାରେ; ତହିଁରେ —In that.

ଦେହରେ ଯେହ୍ନେ ଆତ୍ମା ଥାଇ ଦେହ ତାହାରେ ନ ମିଶଇ ଭୂପତି. ପ୍ରେମପଞ୍ଚାମୃତ