ତାହି
(ତାହାଇ, ତାହାହିଁ, ତାହିଁ—ଅନ୍ୟରୂପ)
ତାହା ମାତ୍ର; କେବଳ ତାହା — That only.
ନୀଳୋତ୍ପଳ ଦୃଷ୍ଟିପାତେ ବୃଷ୍ଟି କରେ ତାହି ଭଞ୍ଜ. କୋଟୀବ୍ରହ୍ମଣ୍ଡ ସୂନ୍ଦରୀ
ତାଇ (ଦେଖ) - —Tāi (See)