ତାହିଁ
ତହିଁ; ସେଠାରେ —There.
ତାହି (ଦେଖ) - —Tāhi (See)
ନୂଆ ରସିକାରେ ଗୁଆଁର ମୋ ସମ କାହିଁ? ତୁ ଆଚରୁ ଥାଉ ଗୁମାନ ବୋଲିଯା ମୁଁ ଆରମ୍ଭୁଥାଏ ତାହିଁ କବିସୂର୍ଯ୍ୟ. ସଙ୍ଗୀତ