ତାହି ହେବା
ଦେଖଣା
ତାହି ହେବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ଭାତ ତାଇଲା ବେଳେ ଭାତି ଯେଉଁ ପରି ଉଠେ ପଡ଼େ ସେହିପରି) (ଶ୍ୱାସ ରୋଗୀ) ଶ୍ୱାସର ହପ୍ପାରେ ଉଠଇବା ପଡ଼ିବା ପ୍ରକାରେ କ୍ଷୁବ୍ଧ ହେବା — ୧. To gasp violently (said of an asthmatic patient during a severe fit of asthma) compared to the rise and fall of the bellows when blown.
- ୨. (ଶିଶୁ) ବହୁତ ବିଳାସଯୁକ୍ତ ହେବା — ୨. (a child) To be very sportful and active.
(ଯଥା—ବର୍ଷକର ପିଲା ଆମ ଜଗବନ୍ଧୁଟି ଭାରି ତାହି ହଉଛି)