Jump to content

ତା ତହିଁକି

ଉଇକିଅଭିଧାନ‌ରୁ

ତା ତହିଁକି

ଉଚ୍ଚାରଣ

[ସମ୍ପାଦନା]

(ତାତେକି, ତା ତେଇଁ କି; ତା ତେହିଁକି—ଅନ୍ୟରୂପ)

ଦେଶଜ - ସର୍ବନାମ

[ସମ୍ପାଦନା]
୧. ତାଠାରୁ; ତାଠେଇଁ କି — ୧. From that, him or her.
୨. ତା ଅପେକ୍ଷା; ତାଠୁ, — ୨. Than that.
୩. ତାହାଠାକୁ; ତାହା ନିକଟକୁ —୩. To him, her or it.