Jump to content

ତି

ଉଇକିଅଭିଧାନ‌ରୁ

ତି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ତିନି — Three.

(ଯଥା—ତିକନା, ତିତାଲା, ତିକାଠିଆ)

[ ଦ୍ର—ଏହା ସର୍ବତ୍ର ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ ହୁଏ ]

ଗ୍ରାମ୍ୟ - ଅ

[ସମ୍ପାଦନା]

(ବାକ୍ୟବିନ୍ୟାସରେ ନିଶ୍ଚୟାର୍ଥକ, ପ୍ରଶ୍ନାର୍ଥକ ଓ ସଂଭାବନାର୍ଥ ବ୍ୟବହାର) ଟି; ତ —A particle or letter used at the end of a sentence for emphasis, question or guess.

(ଯଥା—ବାବୁ କୁଆଡ଼େ ଗଲେ ତି?)