ତିଅର
ଦେଖଣା
ତିଅର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ତିଅରୁଣୀ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ତୀବର=ମତ୍ସ୍ୟଜୀବି)
[ସମ୍ପାଦନା]- ୧. ମାଛ ମାରିବା ଜାତିବିଶେଷ —୧. A caste of fishermen.
[ ଦ୍ର—ଏମାନେ ଜାଲ ପକାଇ ମାଛ ମାରନ୍ତି ନାହିଁ; ଜାଲ ପୋଳୁହ ଓ କାଠି ପୋଳୁହ ଆଦିରେ ମାଛ ମାରନ୍ତି ଏମାନେ ଅସ୍ପୃଶ୍ୟ ଏବଂ କେଉଟଙ୍କ ଠାରୁ ଜାତିରେ ଊଣା]
- ୨. (ସମ୍ଭବତଃ ଏ ଶବ୍ଦ ତେଲଗୁ ଓ ଏ ନାମ ପୁରୀର ନୋଳିଆମାନେ ଦେଇଥିବାର ବିଶ୍ୱାସ କରାଯାଏ— ଯୋଗେଶ୍ଚନ୍ଦ୍ର) ଏକପ୍ରକାର ସାମୁଦ୍ରିକ ମାଛ; ବିଜୁଳି ମାଛ —୨. A kind of sea-fish; sting ray; Dasybatis Centurus; Narcine Timlei.
[ଦ୍ରଷ୍ଟବ୍ୟ —ଏହାର ଦେହ ବୃତ୍ତାକାର ଓ ଚେପଟା ଏବଂ ଲାଙ୍ଗୁଡ଼ ଲମ୍ୱ; କାନ୍ଧର ଡେଣାପାଖ ଧରିଲେ ଲୋକର ଦେହରେ ବୈଦ୍ୟୁତିକ ଆଘାତ ଲାଗେ ଏ ମାଛ ପୁରୀରେ ମିଳେ]