ତିଆ
ଦେଖଣା
ତିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ତିଆପୁଡ଼ା ଖେଳର ୩, ୭, ୧୧: ଓ ୧୫: ସଂଖ୍ୟକ ଦାନ —A throw of cowries in which the numbers ୩, ୭, ୧୧ or ୧୫ come out in the indoor game of Tiāpuṟḍ̠ā.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୃତୀୟା)
[ସମ୍ପାଦନା]ତିକା, ଯେଉଁ ତାସ୍ରେ ୩ଟି ବୁନ୍ଦା ଥାଏ — A card with three points on it.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ତ୍ର୍ୟହିକ)
[ସମ୍ପାଦନା]ତୃତୀୟ ଦିନ ଆକ୍ରମଣ କରିବା (ଜର) —Tertian (fever).