ତିଆଡ଼ି ମାରିବା
ଦେଖଣା
ତିଆଡ଼ି ମାରିବା
ଉଚ୍ଚାରଣ
[ସମ୍ପାଦନା]ତିଆଡ଼ି ପକା(କେ)ଇବା, ତିଆଡ଼ିଆ ମାରିବାଅନ୍ୟରୂପ
ଦେଶଜ - କ୍ରିୟାପଦ - (ସବାରି ବେହେରାଙ୍କ ଭାଷା)
[ସମ୍ପାଦନା]- ୧. ଦୁଇ ଜଣ କାନ୍ଧେଇଥିବା ସବାରିବାଉଁଶରେ ତୃତୀୟ ବେହେରା କାନ୍ଧ ଲଗାଇବା — ୧. To get a third bearer to shoulder the pole of a Palki.
- ୨. ସବାରିର ପ୍ରତ୍ୟେକ ପାଖର ବାଉଁଶକୁ ତିନି ଜଣ ବେହେରା କାନ୍ଧେଇବା —୨. To have each pole of a palki shouldered by three bearers.