Jump to content

ତିଆଡ଼ୀ

ଉଇକିଅଭିଧାନ‌ରୁ

ତିଆଡ଼ୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ତିଆଡ଼ିଆଣୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ତ୍ରିପାଠୀ) ବୈଦିକ ବ୍ରାହ୍ମଣଙ୍କର ବଂଶଗତ ଉପାଧିବିଶେଷ; ତ୍ରିପାଠୀ —୧. Family-title of a class of Brahmans.
୨. (ସଂସ୍କୃତ - ତ୍ରିନ୍) ଏକପାଖର ସବାରି ବାଉଁଶକୁ ତିନିଜଣ ଗଉଡ଼ କାନ୍ଧେଇବା —୨. The arrangement of three bearers carrying each pole of a palki.
୩. ସବାରି ବାଉଁଶକୁ କାନ୍ଧେଇଥିବା ତିନିଜଣ ଗଉଡ଼ଙ୍କ ମଧ୍ୟରୁ ଯେଉଁ ଗଉଡ଼ ବାଉଁଶର ମୂଳ କାନ୍ଧେଇଥାଏ; ତିଆଡ଼ିଆ —୩. The bearer who shoulders the pole of a palki nearest to the body.
୪. ଗିଲଜାତୀୟ କଣ୍ଠକମୟ ଗୁଳ୍ମବିଶେଷ — ୪. Caesalpina Digyva (Haines).

[ ଦ୍ର—ଏଥିର ଛାଲକୁ ସିଝାଇ ସେହି ପାଣିରେ ଚମଡ଼ାକୁ କସିଲେ ଚମଡ଼ା ଟାଣୁଆ ଓ ସ୍ଥାୟୀ ହୁଏ]