Jump to content

ତିଆପୁଡ଼ା

ଉଇକିଅଭିଧାନ‌ରୁ

ତିଆପୁଡ଼ା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ ଓ ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ଏକପ୍ରକାର କଉଡ଼ି ଖେଳ; ଶୂଳେଇ ଖେଳ —A kind of indoor game at hazards played by ୪ players with cowrie-shells.

[ ଦ୍ର—ଏଥିରେ୪ ଗଣ୍ଡା କଉଡ଼ିରେ ୪ ଜଣ ଖେଳାଳି ଖେଳନ୍ତି ୪ ଜଣଙ୍କର ୪ଟି ଦାନାର ନାମ; ଯଥା— ନିକି—୧, ୫, ୯, ୧୩: ଦୁଆ—୨, ୬, ୧, ୧୪: ତିଆ—୩, ୭, ୧୧, ୧୫: ପୁଡ଼ା—୪, ୮, ୧୨, ୧୬: ]