ତିଆରି କରିବା
ଦେଖଣା
ତିଆରି କରିବା
ଉଚ୍ଚାରଣ
[ସମ୍ପାଦନା](ତିଆରି କରିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ତିଆରି କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପ୍ରସ୍ତୁତକରିବା; ନିର୍ମାଣକରିବା — ୧. To build; to make; to manufacture; to prepare.
- ୨. ରଚନା କରିବା —୨. To compose.
- ୩. ସମ୍ପନ୍ନ କରିବା — ୩. To finish; to complete.
- ୪. ସଜ କରିବା; ସଜାଇବା — ୪. To make ready; to equip.