ତିକଡ଼ା
ତିନିକଡ଼ା କଉଡ଼ି — ୩ cowries or small shells.
ତିକଡ଼ା କାକୁଡ଼ି ଚିକଡ଼ା ଲେମ୍ୱୁ ଏକ ଏକ କଡ଼ାକୁ ଚାରି ଚାରି ଜାମୁ ଫଳ ହବ କୋଡ଼ିଏ କଉଡ଼ି ହବ କୋଡ଼ିଏ ମାନସାଙ୍କ ପ୍ରଶ୍ନ
[ ଦ୍ର—ପୂର୍ବେ ଏ ଦେଶରେ କଉଡ଼ି ମୁଦ୍ରାରୂପେ ଚଳୁଥିଲା]