Jump to content

ତିକଣ୍ଟା

ଉଇକିଅଭିଧାନ‌ରୁ

ତିକଣ୍ଟା

ଉଚ୍ଚାରଣ

[ସମ୍ପାଦନା]

(ତେକଣ୍ଟା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତ୍ରିକଣ୍ଟ)

[ସମ୍ପାଦନା]

ଏକ ପ୍ରକାର ସିଝୁଚ ଦେଉଳିଆସିଝୁ — Euphorbia Antiquorum.

[ଦ୍ରଷ୍ଟବ୍ୟ —ଏହା ୧୧୨: ହାତ ଉଚ୍ଚ ହୁଏ ଏହା ସିଝୁଗଛ ପରି ଦେଖାଯାଏ ନାହିଁ; ନାଗଫେଣିଆ ଗଛପରି ଦେଖାଯାଏ ଏହାର ପତ୍ର ଅତି ଛୋଟ ଓ ସଂଖ୍ୟାରେ ଅଳ୍ପ ଏହାର କଣ୍ଟା ଏକଠେଇଁ ୩ଟା ଲେଖାଏଁ ବାହାରି ଥାଏ ଓ ଶିରା ୩ଟା]