Jump to content

ତିକ୍ତପର୍ବା

ଉଇକିଅଭିଧାନ‌ରୁ

ତିକ୍ତପର୍ବା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ତିକ୍ତ+ପର୍ବନ)

[ସମ୍ପାଦନା]
୧. ଦୂବ — ୧. The creeping Cynodon.
୨. ଗୁଳୁଚି (ହିନ୍ଦୀ - ଶବ୍ଦସାଗର) (ଦେଖ) - — ୨. Guḻuchi (See)
୩. ଯଷ୍ଟିମଧୁ (ହିନ୍ଦୀ - ଶବ୍ଦସାଗର) (ଦେଖ) - ୩. J̄ashṭi madhu (See)
୪. ସୂର୍ଯ୍ୟମୁଖୀ (ହିନ୍ଦୀ - ଶବ୍ଦସାଗର) (ଦେଖ) - ୪. Sūrj̄ya-mukhī (See)