ତିକ୍ତରାଜ
ଦେଖଣା
ତିକ୍ତରାଜ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତିକ୍ତରାଜ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ରୋହିତକ; ନିମ୍ୱାଦିର୍ଗର ତରୁବିଶେଷ — Amoora or Andersonia Rohitaka tree.
[ଦ୍ରଷ୍ଟବ୍ୟ —ଏ ଗଛର ଅଗ ଆଡ଼େ ବେଶି ଶାଖା; କାଠ ନିମ୍ୱକାଠ ଠାରୁ ଈଷତ୍ ନାଲିଆ; ପତ୍ର କୋମଳ ଓ ଲୋମଶ; ପର୍ଣ୍ଣ ୫୭: ଯୋଡ଼ା; ଫୁଲ ସାନ ଓ ତ୍ରିଦଳ; ଫଳ ପାଚିଲେ ୩ଫାଳ ହୋଇ ଫାଟି ଯାଏ; ଫଳ ଦେଖିବାକୁ ଡାଳିମ୍ୱଫୁଲପରି ଏହା ପ୍ଳୀହା ରୋଗରେ ଉପକାରୀ; ଏହା ରୁଚିକାରକ ଓ ରକ୍ତପ୍ରସାଦକ]