Jump to content

ତିଜାରତି

ଉଇକିଅଭିଧାନ‌ରୁ

ତିଜାରତି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ତିଜରାତି, ତେଜରାତିଅନ୍ୟରୂପ

ବୈଦେଶିକ - ବିଶେଷଣ - (ଆରବୀ - ତିଜାରତୀ)

[ସମ୍ପାଦନା]
୧. ବାଣିଜ୍ୟ ସମ୍ୱନ୍ଧୀୟ — ୧. Pertaining to trade.
୨. ମହାଜନୀ ସମ୍ୱନ୍ଧୀୟ — ୨. Pertaining to money-lending.

ବିଶେଷ୍ୟ - (ଆ)

[ସମ୍ପାଦନା]
୧. ବାଣଜ୍ୟ—ବସ୍ତୁ; ପଣ୍ୟ ଦ୍ରବ୍ୟ — ୧. Merchandise.
୨. ବାଣିଜ୍ୟ ପେଶା — ୨. The profession of trade