Jump to content

ତିଜାରତ୍

ଉଇକିଅଭିଧାନ‌ରୁ

ତିଜାରତ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - )

[ସମ୍ପାଦନା]
୧. ବାଣିଜ୍ୟ; ବ୍ୟବସାୟ; କାରବାର; ବେପାର — ୧. Trade.


ଅନୁବାଦ

[ସମ୍ପାଦନା]

ତିଜରାତି, ତେଜରାତିଅନ୍ୟରୂପ

୨. ଟଙ୍କାକୁ ସୁଧରେ ଖଟାଇବା ବ୍ୟବସାୟ; ମହାଜାନୀ — ୨. Money-lending.