Jump to content

ତିତାରୀ

ଉଇକିଅଭିଧାନ‌ରୁ

ତିତାରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - କ୍ରି+ଧାର)

[ସମ୍ପାଦନା]

ଚିନି ବା କନ୍ଦର ଯେଉଁ ପାଗ ଏପରି ପତଳା ହୋଇଥାଏ ଯେ ତାକୁ ଚଟୁରେ ଉଠାଇଲେ ଚଟୁରୁ ୩ଟି ତାର ପରି ରସର ଧାର ଖସେ; ତିନିତାରବନ୍ଦ — Thin boiling syrup (from which three strings drop down when lifted with a ladle).