Jump to content

ତିତିକ୍ଷୁ

ଉଇକିଅଭିଧାନ‌ରୁ

ତିତିକ୍ଷୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ତିଜ୍ ଧାତୁ+ଇଚ୍ଛାର୍ଥରେ.ସନ୍+କର୍ତ୍ତୃ. ଉ)

[ସମ୍ପାଦନା]
୧. ସହିଷ୍ଣୁ —୧. Forbearing; enduring.
୨. ଧୈର୍ଯ୍ୟଶୀଳ —୨. Patient.
୩. କ୍ଷମାଶୀଳ —୩. Forgiving.