ତିତିଲ
ଦେଖଣା
ତିତିଲ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ନନ୍ଦିଆ; ଚଉଡ଼ାମୁହାଁ ଅଗଭୀର ମାଟିର ପାତ୍ର — ୧. A wide-mouthed earthen jar.
[ ଦ୍ର—ପଲମ ଠାରୁ ଗହିରିଆ ଓ ଚଉଡ଼ାମୁହାଁ ମାଟିର ପାତ୍ରକୁ ପତୁଲି ବୋଲାଯାଏ; ପତୁଲି ସଂଭବତଃ ତିତିଲର ଅପଭ୍ରଂଶ]
- ୨. ତୈତିଳକରଣ; ଜ୍ୟୋତିଷୋକ୍ତ ୭ (ମତାନ୍ତରରେ ୧୧: ) କରଣ ଶ୍ରେଣୀର ଯୋଗ ମଧ୍ୟରୁ ଯୋଗବିଶେଷ — ୨. One of the seven (or eleven) astrological conjunctions of planets classed as Karaṇa.
[ ଦ୍ର—ଜ୍ୟୋତିଷୋକ୍ତ ୧୧: କରଣ ଯଥା—ବବ, ବାଳକ, କୌଳବ. ତିତିଳ ବା ତୈତିଳ, ଗର, ବାଣିଜ୍ୟ, ବିଷ୍ଟି, ଶକୁନି, ଚତୁଷ୍ପଦ, କିଂସ୍ତଘ୍ ଓ ନାଗ; ମତାନ୍ତରରେ କରଣର ସଂଖ୍ୟା ୭ ଯଥା—ବବବ, ବାଳବ, କୌଳବ, ତୌତିଳ, ଗର, ବାଣିଜ୍ୟ ଓ ବିଷ୍ଟି